ଆଫଗାନିସ୍ତାନ ଓ କୋଭିଡ୍‌ ପରିସ୍ଥିତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀ ଓ କମଳା ହାରିସଙ୍କ ଆଲୋଚନା

ୱାସିଂଟନ୍‌: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ ପରସ୍ପରଙ୍କୁ ଭେଟିବା ସହ ଆଫଗାନିସ୍ତାନ ଓ କୋଭିଡ୍‌ ମହାମାରୀ ଭଳି କେତେକ ବୈଶ୍ବିକ ପରିସ୍ଥିତି ପ୍ରସଙ୍ଗରେ ମତବିନିମୟ କରିବା ସହ ଅବାଧ, ମୁକ୍ତ ଏବଂ ସାମଗ୍ରିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଥିବା କଥା ପୁଣି ଥରେ କହିଛନ୍ତି। ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍‌-୧୯ ପରିସ୍ଥିତି ପ୍ରସଙ୍ଗରେ ଆଲୋଚନା କରିବା … Continue reading ଆଫଗାନିସ୍ତାନ ଓ କୋଭିଡ୍‌ ପରିସ୍ଥିତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀ ଓ କମଳା ହାରିସଙ୍କ ଆଲୋଚନା